ତାଲା ଭାଙ୍ଗି କୋର୍ଟ ଭିତରକୁ ଜଜ୍‌ଙ୍କୁ ନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ତାଲା ଭାଙ୍ଗି କୋର୍ଟ ଭିତରକୁ ଜଜ୍‌ଙ୍କୁ ନେଲା ପୁଲିସ୍‌

advocate

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା କୋର୍ଟରେ ଓକିଲ ସଂଘର ଆନ୍ଦୋଳନ ୪ଦିନରେ ପହଞ୍ଚିଛି। ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏପରିକି ଆନ୍ଦୋଳନକାରୀ ଓକିଲ ଜଜ୍‌ଙ୍କୁ ମଧ୍ୟ ଭିତରକୁ ଛାଡ଼ୁ ନାହାନ୍ତି। ଫଳରେ ଆଜି ପୁଲିସ୍‌କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ପୁଲିସ୍‌ କୋର୍ଟ ଗେଟ୍‌ର ତାଲା ଭାଙ୍ଗି ଜଜ୍‌ଙ୍କୁ ଭିତରକୁ ନେଇଛି।

ସୂଚନାଯୋଗ୍ୟ, ୫ ଦଫା ଦାବିରେ ୪ ଦିନ ହେବ ଓକିଲ ସଂଘ ଆନ୍ଦୋଳନ କରୁଛି। ଆଜି ଓକିଲମାନଙ୍କୁ ଘଉଡ଼ାଇ କୋର୍ଟ ଭିତରକୁ ପୁଲିସ୍ ପଶିଥିଲା। ଓକିଲମାନଙ୍କୁ ଘଉଡ଼ାଇଲା ବେଳେ କୋର୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ କୋର୍ଟ ପରିସରରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।



from Odisha Reporter https://ift.tt/2MsHReu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages