ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ହରିବଂଶ ବନାମ ହରିପ୍ରସାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ହରିବଂଶ ବନାମ ହରିପ୍ରସାଦ

hari

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିଜେ କଂଗ୍ରେସ ପ୍ରାର୍ଥୀ ଦେଇଛି।  ବି.କେ. ହରିପ୍ରସାଦଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି। ସେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବି.କେ ହରିପ୍ରସାଦ ଓଡ଼ିଶା ପିସିସିର ପୂର୍ବତନ ପ୍ରଭାରୀ ଥିଲେ।

ଏନ୍‌ଡିଏ ତରଫରୁ ଜେଡିୟୁର ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପାଧ୍ୟକ୍ଷ ପଦ ପାଇଁ ହରିବଂଶ-ହରିପ୍ରସାଦ ମଧ୍ୟରେ  ଟକ୍କର ହେବାର ସମ୍ଭାବନା ରହିଛି।

ପ୍ରାର୍ଥିପତ୍ର ଦାଖଲ ପରେ ବି.କେ ହରିପ୍ରସାଦ କହିଛନ୍ତି,“ସମର୍ଥନ ପାଇଁ ଆମ ଦଳର ନେତାମାନେ ବିଜେଡି ସହ ଆଲୋଚନା କରୁଛନ୍ତି। ମୁଁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ନାମାଙ୍କନ କରିଛି।” ସେ ଜିତିବେ ବୋଲି ଦୃଢ଼ ଆଶା ରଖିଛନ୍ତି।

 



from OdishaReporter https://ift.tt/2vrNuQg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages