ଏଣିକି କୋଣାର୍କ ଗଲେ ଅଧିକ ଟଙ୍କା ଦେବାକୁ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଏଣିକି କୋଣାର୍କ ଗଲେ ଅଧିକ ଟଙ୍କା ଦେବାକୁ ହେବ

konark

କୋଣାର୍କ (ଓଡ଼ିଶା ରିପୋର୍ଟର): ବଢ଼ିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରବେଶ ଶୁଳ୍କ। ଆଜିଠାରୁ ସାଧାରଣ ଦର୍ଶକଙ୍କ ଲାଗି ପ୍ରବେଶ ଶୁଳ୍କ ୩୦ଟଙ୍କାରୁ ୪୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ବିଦେଶୀଙ୍କ ପାଇଁ ପ୍ରବେଶ ଶୁଳ୍କ ୫୦୦ଟଙ୍କାରୁ  ୬୦୦ ଟଙ୍କାକୁ ବୃଦ୍ଧି ପାଇଛି।

ବର୍ଦ୍ଧିତ ଶୁଳ୍କକୁ ବିରୋଧ କରି ଆଜି ଟିକେଟ୍ କାଉଣ୍ଟର୍‌ରେ ତାଲା ପକାଇଥିଲା କୋଣାର୍କ ସୁରକ୍ଷା ସମିତି। ଫଳରେ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକ ହନ୍ତସନ୍ତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସୁରକ୍ଷା ସମିତି ସହ ଆଲୋଚନା କରିବା ପରେ ସେମାନେ ଆନ୍ଦୋଳନରୁ ଓହରି ଥିଲେ।

କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ୍ରମେ ପତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସାରା ଦେଶରେ ବିଭିନ୍ନ ଐତିହ୍ୟସ୍ଥଳୀଗୁଡ଼ିକରେ ପ୍ରବେଶ ଶୁକ୍ଳ ବୃଦ୍ଧି କରାଯାଇଛି।

 

 



from OdishaReporter https://ift.tt/2McA6t5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages