ବାଇକ୍‌କୁ ଧକ୍କା ଦେଲା ବସ୍‌: ଶାଶୁ ମୃତ, ସ୍ୱାମୀସ୍ତ୍ରୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 30, 2018

ବାଇକ୍‌କୁ ଧକ୍କା ଦେଲା ବସ୍‌: ଶାଶୁ ମୃତ, ସ୍ୱାମୀସ୍ତ୍ରୀ ଆହତ

road-accident-

ରାଇରଙ୍ଗପୁର (ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ଛକରେ ଆଜି ଏକ ବାଇକ୍‌କୁ ସାମ୍ନା ପଟୁ ଏକ ବସ୍‌ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଦମ୍ପତି ଆହତ ହୋଇଛନ୍ତି। ମୃତକ ମହିଳା ଜଣଙ୍କ ହେଲେ ବାଚା ସୋରେନ୍‌। ଦୁର୍ଘଟଣାରେ ବୁଦ୍ଧରାମ ମରାଣ୍ଡି ଓ ତାଙ୍କ ସ୍ତ୍ରୀ ଆହତ ହୋଇଛନ୍ତି। ମୃତା ବାଚା ବୁଦ୍ଧରାମଙ୍କ ଶାଶୁ ବୋଲି ଜଣାପଡ଼ିଛି। ଆହତ ଦମ୍ପତିଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର୍‌ ଫେରାର ହୋଇଯାଇଛି।

ବସ୍‌ଟି କରଞ୍ଜିଆରୁ ଟାଟା ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।



from Odisha Reporter https://ift.tt/2N0DeJ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages