ଷଷ୍ଠ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଷଷ୍ଠ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ

teacher

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ଚିଛି। ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ସହ ସର୍ତ୍ତ ବିହିନ ଗ୍ରାଣ୍ଟ୍ ଇନ୍ ଏଡ୍ ଘୋଷଣା, ଚାକିରି ସର୍ତ୍ତାବଳୀ ଓ ଅବସର କାଳୀନ ସୁବିଧା ପ୍ରଦାନ ଦାବିରେ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ଲୋୟର ପିଏମଜିରେ ଅହୋରାତ୍ର ଧାରଣା ଚାଲିଛି। ଷଷ୍ଠ ଦିନରେ ଶିକ୍ଷକ ସଂଘ ମହାସମାବେଶର ଡାକରା ଦେଇଛି।

ଅନ୍ୟପକ୍ଷରେ ଶିକ୍ଷକଙ୍କ ଦାବି ନେଇ ଆଲୋଚନା ପାଇଁ ଆଜି ସନ୍ଧ୍ୟାରେ ଅନ୍ତଃମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବସିପାରେ।

ଗତ ଏପ୍ରିଲରେ ଆନ୍ଦୋଳନ ବେଳେ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆସନ୍ତା ୩ ମାସ ଭିତରେ ସମସ୍ତ ଦାବି ପୂରଣ ହେବ ବୋଲି ରାଜ୍ୟ ସରକାର କହିଥିଲେ। ତେବେ ଏବେ ଯାଏ ଦାବି ପୂରଣ ହୋଇ ନଥିବା ଯୋଗୁ ଗତ ୧୬ ତାରିଖରୁ ଶିକ୍ଷକମାନେ ଧାରଣାରେ ବସିଛନ୍ତି।



from Odisha Reporter https://ift.tt/2nToltK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages