ବନ୍ୟା ପୀଡ଼ିତ କେରଳବାସୀଙ୍କ ପାଇଁ ଯାଉଥିବା ରିଲିଫ୍‌ ସାମଗ୍ରୀ ଉପରୁ ଜିଏସ୍‌ଟି ଉଠାଇଲା କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ବନ୍ୟା ପୀଡ଼ିତ କେରଳବାସୀଙ୍କ ପାଇଁ ଯାଉଥିବା ରିଲିଫ୍‌ ସାମଗ୍ରୀ ଉପରୁ ଜିଏସ୍‌ଟି ଉଠାଇଲା କେନ୍ଦ୍ର

kerla

ନୂଆଦିଲ୍ଲୀ: କେରଳ ବନ୍ୟା ସ୍ଥିତିକୁ କେନ୍ଦ୍ର ସରକାର ଗମ୍ଭୀର ସହକାରେ ନେଇଛନ୍ତି। ବନ୍ୟା ପୀଡ଼ିତଙ୍କ ପାଇଁ ପଠାଯାଉଥିବା ରିଲିଫ୍‌ ସାମଗ୍ରୀ ଉପରୁ ଜିଏସ୍‌ଟି ଓ କଷ୍ଟମ୍‌ ଡ୍ୟୁଟି ଉଠାଇ ଦେଇଛନ୍ତି।
କେରଳରେ ବର୍ଷା କମିଥିଲେ ବି ଦୁର୍ଦ୍ଦଶା କମି ନାହିଁ। ଏବେ ବି ବହୁ ଲୋକ ଜଳବନ୍ଦୀ ଭାବେ ଜୀବନ ବିତାଉଛନ୍ତି। ଏନଡିଆରଏଫ୍‌ ଟିମ୍‌ ଓ ସରକାରୀ ଓ ବେସକାରୀ ସଂସ୍ଥା ସହ ସେନା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ଏହି ବନ୍ୟାରେ ୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବନ୍ୟା ପୀଡ଼ିତଙ୍କ ପାଇଁ ୧୦ ଲକ୍ଷରୁ ଅଧିକ ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି।
କିଛି ରିଲିଫ୍ କ୍ୟାମ୍ପରେ ମହାମାରୀ ବ୍ୟାପିଥିବା ଅଭିଯୋଗ ହେଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଓ ବିଭିନ୍ନ ରାଜ୍ୟରୁ ଚିକିତ୍ସା ପାଇଁ ଡାକ୍ତରୀ ଦଳ ପଠା ଯାଉଛି। ପୂରା ରାଜ୍ୟରେ ୩୭୦୦ ମେଡିକାଲ୍‌ କ୍ୟାମ୍ପ କରାଯାଇଛି।



from Odisha Reporter https://ift.tt/2Lc2SW4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages