ବର୍ଷା ଧୋଇ ନେଲା ରାସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ବର୍ଷା ଧୋଇ ନେଲା ରାସ୍ତା

sundargarh

ବ୍ରଜରାଜନଗର (ପ୍ରଦୀପ କୁମାର ସ୍ୱାଇଁ): ଲଗାଣ ବର୍ଷାରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଚିତାପେଡ଼ି ପଞ୍ଚାୟତରେ ରାସ୍ତା ଧୋଇଯାଇଛି। ଫଳରେ ୧୩ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ସ୍ଥାନୀୟ ଅଞ୍ଚଳର ଲୋକେ ଏହି ରାସ୍ତା ଦେଇ ପଡ଼ୋଶୀ ଝାରଖଣ୍ଡ ରାଜ୍ୟକୁ ଯିବା ଆସିବା କରିଥାନ୍ତି। ରାସ୍ତା ଧୋଇ ଯାଇଥିବାରୁ ଝାରଖଣ୍ଡକୁ ମଧ୍ୟ ଯୋଗାଯୋଗ ବନ୍ଦ ହୋଇଯାଇଛି।

ତୁରନ୍ତ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛିନ୍ତି।



from OdishaReporter https://ift.tt/2KqLWL3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages