ଆଣ୍ଠୁଏ ପାଣିରେ ପରେଡ୍‌ କଲେ ପୁଲିସ କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ଆଣ୍ଠୁଏ ପାଣିରେ ପରେଡ୍‌ କଲେ ପୁଲିସ କର୍ମୀ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ସ୍ୱାଧୀନତା ଦିବସ ପରେଡରେ ବାଧକ ସାଜିଛି ବର୍ଷା । ଆଣ୍ଠୁଏ ଉଚ୍ଚର ପାଣିରେ ପରେଡ  କରିଛନ୍ତି ପୁଲିସ୍‌ କର୍ମୀ। ‌ଏହି ଘଟଣା ଘଟିଛି ନବରଙ୍ଗପୁର ସହରରେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରେଡ ଉତ୍ସବରେ ଦୁଇ ଫୁଟ ଉଚ୍ଚର ପାଣିରେ ପୁଲିସ କର୍ମୀ  ପରେଡ କରିଥିଲେ। ପୁଲିସ୍‌ କର୍ମୀଙ୍କ ସହ ପରେଡରେ ସାମିଲ ହୋଇଥିବା ଅନ୍ୟ ଅଧିକାରୀ ମଧ୍ୟ ନାନା ହନ୍ତସନ୍ତ ହୋଇଥିଲେ।

ପୁଲିସ ବ୍ୟାଣ୍ଡ ସହ ସମସ୍ତେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପରେଡ କରିଥିଲେ।



from OdishaReporter https://ift.tt/2BaZWt3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages