
ଜାକର୍ତ୍ତା:୨୦୦ ମିଟର୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି ଦୂତୀ ଚାନ୍ଦ ଏବଂ ହିମା ଦାସ। ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ପରେ ୨୦୦ ମିଟର ହିଟ୍ସରେ ସେମିଫାଇନାଲ୍ରେ ପହଞ୍ଚି ଦୂତୀ ଚାନ୍ଦ ଦ୍ୱିତୀୟ ପଦକ ଆଶା ସୃଷ୍ଟି କରିଛନ୍ତି। ୨୩.୩୭ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରିଥିଲେ।
ସେମିଫାଇନାଲ୍ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
ସେହିପରି ହିମା ମଧ୍ୟ ୨୦୦ ମିଟର ଦୌଡ଼ର ସେମିଫାଇନାଲରେ ପହଞ୍ଚିଛନ୍ତି। ତାଙ୍କର ଟାଇମିଂ ୨୩.୪୭ ସେକେଣ୍ଡ ଥିଲା।
from Odisha Reporter https://ift.tt/2ohfnXu
No comments:
Post a Comment