
ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କେନ୍ଦୁପାଟଣାର ଖଣ୍ଡଗାଁରେ ଲୋକଲଜ୍ଜା ଭୟରେ ବେକରେ ଦୌଡ଼ି ଦେଇ ଦିଅର ଓ ଭାଉଜ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଗତକାଲି ବିଳମ୍ବିତ ରାତିରେ ସଂପର୍କୀୟ ଦିଅରକୁ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ସେ ତାଙ୍କ ଶୋଇବା ଘରେ ଥିଲେ। ଉଭୟଙ୍କୁ ଶୋଇବା ଘରେ ଦେଖି ପରକ୍ରିୟାପ୍ରୀତି ସନ୍ଦେହରେ ଘର ଲୋକେ ବାହାରପଟୁ କବାଟ ଦେଇ ପୁଲିସ୍କୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଫିଟାଇଥିଲା। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।
from Odisha Reporter https://ift.tt/2w8YmmM
No comments:
Post a Comment