ଜୟ ପରାଜୟର ଦୋ ଛକିରେ ଭାରତ, ବିରାଟ୍‌ ୫୧ରେ ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

ଜୟ ପରାଜୟର ଦୋ ଛକିରେ ଭାରତ, ବିରାଟ୍‌ ୫୧ରେ ଆଉଟ୍‌

ବର୍ମିଂହାମ: କୋହଲିଙ୍କ ବିରାଟ ୱିକେଟ୍‌ର ପତନ ପରେ ଇଂଲଣ୍ଡ ଗସ୍ତର ପ୍ରଥମ ଟେଷ୍ଟର ଜୟ ପରାଜୟର ଦୋ ଛକିରେ ପଡ଼ିଛି ଟିମ୍‌ ଇଣ୍ଡିଆ।  ରୋମାଞ୍ଚକ ଭରା ଏଜବାଷ୍ଟନ୍‌ ଟେଷ୍ଟ୍‌ରେ ଜିତିବା ପାଇଁ ଭାରତ ଆଗରେ ଆହୁରି ୫୩ ରନ୍‌ ଥିବା ବେଳେ  ବ୍ୟାଟିଂ ମଙ୍ଗୁଆଳ ଅଧିନାୟକ କୋହଲି ୫୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତ। ଟିମ୍‌ ଇଣ୍ଡିଆର ଶେଷ ଆଶା ଏବେ  ଅଲରାଉଣ୍ଡ ହାର୍ଦ୍ଦିକ ପ୍ୟାଣ୍ଡିଆଙ୍କ କାନ୍ଧରେ ପଡ଼ିଛି। ହାର୍ଦ୍ଦିକ ୨୨ ରନ୍‌ କରି ଖେଳୁଥିବା ବେଳେ ତାଙ୍କ ସହ କ୍ରିଜ୍‌ରେ ଅଛନ୍ତି ଟେଲେଣ୍ଡର ଇଶାନ୍ତ ଶର୍ମା। କୋହଲିଙ୍କ ପରେ ମହମ୍ମଦ ସାମିଙ୍କ ୱିକେଟ୍‌ ନେଇ ଇଂଲିଶ ବୋଲର ଘରୋଇ ଦଳକୁ ବିଜୟର ବାସ୍ନା ଦେଇଥିବା ବେଳେ ଭାରତୀୟ ଶିବିରରେ ନୈରାଶ୍ୟ ଛାଇଯାଇଛି। ଶେଷ ଖବର ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୧୪୨ରେ ୮ଟି ୱିକେଟ୍‌ ହରାଇ ବିଜୟ ପାଇଁ ସଂଘର୍ଷ କରୁଛି।



from OdishaReporter https://ift.tt/2Kry2Z6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages