Honor 7Aର ଫୋନ୍‌ରେ ଡିସ୍‌କାଉଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 4, 2018

Honor 7Aର ଫୋନ୍‌ରେ ଡିସ୍‌କାଉଣ୍ଟ

honor-7c-and-honor-7a

ମେ ମାସରେ ଭାରତୀୟ ବଜାରକୁ  ଅନର କମ୍ପାନୀ ଦୁଇଟି ସ୍ମାର୍ଟଫୋନ୍‌ ଛାଡିଛି। ଲଞ୍ଚ ହୋଇଥିବା  Honor 7A ଏବଂ Honor 7Cର ମୂଲ୍ୟ ୮,୯୯୯ ଏବଂ ୯,୯୯୯ ରହିଛି। Honor 7Cର ଦାମ୍‌ ୫୦୦ଟଙ୍କା କମି ଯାଇଥିବା ବେଳେ ଏହା ଆମାଜୋନ୍‌ରେ ଉପଲବ୍ଧ ରହିଛି। ଏଥିରେ ଦୁଇଟି ବ୍ୟାରିଏଟ୍‌ 3GBରାମ୍/32GBଷ୍ଟୋରେଜ୍‌ ଏବଂ 4GBରାମ୍‌/64GBଷ୍ଟୋରେଜ୍‌ ରହିଛି। ଏହି ଡିସ୍କାଉଣ୍ଟ ଦୁଇଟି ବ୍ୟାରିଏଟ୍‌ ଫୋନ୍‌ ପାଇଁ ରହିଛି। ଏକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଟ ବ୍ୟବହାରକାରୀମାନଙ୍କ ପାଇଁ ୬ମାସ ପର୍ଯ୍ୟନ୍ତ ନୋ କଷ୍ଟ EMIର ମଧ୍ୟ ବିକଳ୍ପ ରହିଛି।

Honor 7C

ଡୁଆଲ୍‌ ସିମ୍‌ କାର୍ଡ ବିଶିଷ୍ଟ Honor 7C ଏଣ୍ଡ୍ରଅଡ୍‌ ଫୋନ୍‌ରେ 3GB/4GBରାମ୍‌ ରହିଛି। ରିୟର କ୍ୟାମେରା ୧୩ମେକାପିକ୍ସଲ ଏବଂ ଫ୍ରଣ୍ଟ କ୍ୟାମେରା ୨ମେକାପିକ୍ସଲ ରହିଛି। ଭିଡିଓ କଲିଂ ପାଇଁ ଏଥିରେ ଆଉ ଏକ ୮ମେଗାପିକ୍ସଲ୍‌‌ କ୍ୟାମେରା ରହିଛି।ବ୍ଲୁଟୁଥ୍‌ , ୱାଇଫାଇ ସହ 4G LTE ରହିଛି।

 

 



from OdishaReporter https://ift.tt/2Mf5jsi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages