ଏମିତି ଉପାୟରେ ପତ୍ନୀଙ୍କୁ ନିଜ ପୁସ୍ତକ ଉତ୍ସର୍ଗ କଲେ ଜଣେ ଲେଖକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

ଏମିତି ଉପାୟରେ ପତ୍ନୀଙ୍କୁ ନିଜ ପୁସ୍ତକ ଉତ୍ସର୍ଗ କଲେ ଜଣେ ଲେଖକ

ଉତ୍ସର୍ଗ
ଜଣେ ଲେଖକଙ୍କର ନୂଆ ବହିଟିଏ ପ୍ରକାଶ ପାଇଲା।
ଅତି ଶ୍ରଦ୍ଧାରେ ସେ ବହିଟିକୁ ନିଜ ପତ୍ନୀଙ୍କୁ ଉତ୍ସର୍ଗ କରିଥିଲେ।
ଉତ୍ସର୍ଗ ପୃଷ୍ଠାରେ ଲେଖିଥିଲେ- ଏ ବହିଟିକୁ ମୋର ଅତି ଆଦରର ପ୍ରାଣପ୍ରିୟା ଏକମାତ୍ର ଧର୍ମପତ୍ନୀଙ୍କୁ ଉତ୍ସର୍ଗ କରୁଛି…
ଯିଏ ତାଙ୍କ ବାପଘରକୁ ଯାଇନଥିଲେ ଏହା ଲେଖିବା ସମ୍ଭବ ହୋଇନଥାନ୍ତା…

ବେମାରୀ
ଭଦ୍ରଲୋକ: ଆଜ୍ଞା ମତେ ଅଜବ ବେମାରି ହେଇଛି।
ଡାକ୍ତର: ଲକ୍ଷଣ କୁହନ୍ତୁ।
ଭଦ୍ରଲୋକ: ମୋ ସ୍ତ୍ରୀ ଯେତେବଡ ପାଟିରେ ଯାହା କହିଲେ ବି ମତେ ଆଉ ଶୁଭୁନାହିଁ।
ଡାକ୍ତର: ଇଏ ବେମାରୀ ନୁହେଁ, ପ୍ରକୃତିର ନିୟମ।



from Odisha Reporter https://ift.tt/2vYXdy6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages