
ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ଏସିଆନ୍ ଗେମ୍ସର ମହିଳା ୧୦୦ ମିଟର ଦୌଡ଼ରେ ଓଡ଼ିଆ ତାରକା ଦୂତୀ ଚାନ୍ଦ୍ ଫାଇନାଲ୍ରେ ପହଞ୍ଚିଛନ୍ତି।
ରବିବାର ୧୦୦ ମିଟର୍ ମହିଳା ଟ୍ରାକ୍ ହିଟ୍-୨ରେ ଦୂତୀ ୧୧.୪୩ ସେକେଣ୍ଡରେ ଏହି ଦୂରତ୍ୱକୁ ଅତିକ୍ରମ କରିଛନ୍ତି। ପୂର୍ବରୁ ସେମିଫାଇନାଲ୍ରେ ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ।
୧୦୦ ମିଟର୍ ମହିଳା ଦୌଡ଼ର ଫାଇନାଲ୍ ଆଜି ରାତି ୭ଟା ୪୦ରେ ହେବ।
from Odisha Reporter https://ift.tt/2oerNPD
No comments:
Post a Comment