ସରକାରୀ ବସ୍‌ ଚଳାଚଳ ବନ୍ଦ: ଜୟପୁର ଜୋନ୍‌ରେ ଅଟକିଛି ୬୦ ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ସରକାରୀ ବସ୍‌ ଚଳାଚଳ ବନ୍ଦ: ଜୟପୁର ଜୋନ୍‌ରେ ଅଟକିଛି ୬୦ ବସ୍‌

jeypore

ଜୟପୁର (ଟି. ଗୌରୀଶଙ୍କର): ୪ ଦଫା ଦାବି ନେଇ ଆଜିଠାରୁ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଷ୍ଟାଫ୍‌ ଏସୋସିଏସନ୍‌ ପକ୍ଷରୁ ତିନି ଦିନିଆ ସରକାରୀ ବସ୍‌ ଚଳାଚଳ ବନ୍ଦ କରାଯାଇଛି। ଫଳରେ ରାଜ୍ୟରେ ସରକାରୀ ବସ୍‌ ସେବା ବାଧାପ୍ରାନ୍ତ ହୋଇଛି।

କୋରପୁଟ ଜିଲ୍ଲା ଜୟପୁର ଜୋନ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ଜୋନ୍‌ର ପ୍ରାୟ ୬୦ଟି ବସ୍‌ ଅଟକି ରହିଛି। ଫଳରେ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ସମସ୍ତ ଠିକା କର୍ମଚାରୀଙ୍କୁ  ନିୟମିତ କରିବା, ସମାନ କାମକୁ ସମାନ ଦରମା, କର୍ମଚାରୀଙ୍କ ସପ୍ତମ ବେତନ ଲାଗୁ, କର୍ମଚାରୀଙ୍କ ବିରୋଧରେ ବେଆଇନ୍ କାର୍ଯ୍ୟାନୁଷ୍ଠାନ ବନ୍ଦ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।



from Odisha Reporter https://ift.tt/2OTzJBk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages