ମହିଳାଙ୍କ ଏହି ଅଙ୍ଗରୁ ଜଣାପଡ଼େ, ସେ କେତେ ଭାଗ୍ୟଶାଳୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

ମହିଳାଙ୍କ ଏହି ଅଙ୍ଗରୁ ଜଣାପଡ଼େ, ସେ କେତେ ଭାଗ୍ୟଶାଳୀ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ ଝିଅ ବିବାହ କରି ଶ୍ୱଶୁର ଘରକୁ ଆସିବା ପରେ ତାଙ୍କ ସହ ନିଜ ଭାଗ୍ୟ ମଧ୍ୟ ସେହି ଘରକୁ ଆସିଥାଏ। ସ୍ୱାମୀ ଓ ଶ୍ୱଶୂର ଘରର ଉନ୍ନତି,  ସେମାନଙ୍କ ଭାଗ୍ୟ ପରେ ଅଧିକ ନିର୍ଭର କରିଥାଏ। ଏହା ଆମେ ନୁହେଁ, ଶାସ୍ତ୍ର କହୁଛି। ଏନେଇ ଶାସ୍ତ୍ରରେ ବିଷଦ୍‌ ଭାବେ ଉଲ୍ଲେଖ ରହିଛି।

ସମୁଦ୍ର ଶାସ୍ତ୍ରରେ ମହିଳାଙ୍କ ଶରୀରକୁ ନେଇ ଏମିତି କିଛି ଉଲ୍ଲେଖ ରହିଛି। ମହିଳାଙ୍କ କେଉଁ ଅଙ୍ଗର ଆକୃତି କିପରି ଥିଲେ, ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି, ତାହା ଏଥିରେ ଉଲ୍ଲେଖ ରହିଛି।

ଆସନ୍ତୁ ଜାଣିବା, ମହିଳାଙ୍କ କେଉଁ ଅଙ୍ଗର ଆକାର କିପରି ଥିଲେ, ସେମାନେ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ।

vastuଗୋଡ଼ ଆଙ୍ଗୁଠି: ଯେଉଁ ମହିଳାଙ୍କ ଗୋଡ଼ ଆଙ୍ଗୁଠି ଲମ୍ବା, ସେମାନଙ୍କୁ ଜୀବନରେ ବହୁତ କଠିନ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ଯେଉଁ ମହିଳାଙ୍କ ଆଙ୍ଗୁଠି ଚଉଡ଼ା ଓ ଗୋଲ୍‌ ଆକୃତିର ହୋଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥା’ନ୍ତି। ସ୍ୱାମୀଙ୍କ ଉନ୍ନତିରେ ଏମାନଙ୍କ ଭାଗ୍ୟ ପ୍ରମୁଖ ଭୂମିକା ନେଇଥାଏ।

vastu

ହରିଣୀ ଆଖି: ସମୁଦ୍ର ଶାସ୍ତ୍ର ଅନୁସାରେ, ହରିଣୀ ପରି ଆଖି ଥିବା ମହିଳାମାନେ ଖିବ୍ ଭାଗ୍ୟଶାଳୀ ହୋଇଥା’ନ୍ତି। ଏମାନଙ୍କ ଜୀବନରେ ପ୍ରେମ ଓ ସୁଖ କେବେ କମି ନଥାଏ। ଏମାନଙ୍କ ବୈବାହିକ ଜୀବନ ହସଖୁସିରେ କଟିଥାଏ।

vastu

କଳାଜାଈ: ସମୁଦ୍ର ଶାସ୍ତ୍ର ଅନୁସାରେ, ଯେଉଁ ମହିଳାଙ୍କ ଶରୀରର ବାମ ପଟେ ଅଧିକ କଳାଜାଈ ଥାଏ, ସେମାନେ ଭାଗ୍ୟଶାଳୀ ହୋଇଥା’ନ୍ତି।

vastu

ନାଭି ପାଖରେ କଳାଜାଈ: ଶାସ୍ତ୍ର ଅନୁସାରେ ନାଭି ପାଖରେ କଳାଜାଈ ଥିବା ମହିଳାମାନେବହୁତ ଭାଗ୍ୟଶାଳୀ। ଏହି ମହିଳାମାନେ ସେମାନଙ୍କ ପତି ଓ ପରିବାର ପାଇଁ ଖୁବ୍ ଶୁଭଦାୟକ ହୋଇଥା’ନ୍ତି। ଏହି ମହିଳାମାନେ ନିଜ ପତିଙ୍କଉ ମଧ୍ୟ ବହୁତ ସମ୍ମାନ କରନ୍ତି।

vastuନାକ ପାଖରେ କଳାଜାଈ: ଯେଉଁ ମହିଳାଙ୍କ ନାକ ପାଖରେ କଳାଜାଈ ଥାଏ, ସେମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି। ସେମାନେ ଯେଉଁଆଡ଼େ ଯାଇଥା’ନ୍ତି, ସେଠାକାର ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ଘଟିଥାଏ। ଏପରି ମହିଳାଙ୍କ ସ୍ୱାମୀ ମଧ୍ୟ ସବୁ ସ୍ଥାନରେ ସମ୍ମାନିତ ହୋଇଥା’ନ୍ତି।



from OdishaReporter https://ift.tt/2MSdXgC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages