
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀ ବାନ୍ଧିବେ, ଏହି ମଉକାରେ ବାପ ଘର ବୁଲିବା ବି ହୋଇଯିବ। ଏହି ଖୁସିରେ ଆତ୍ମହରା ହୋଇ ଜଣେ ମହିଳା ନାଚୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ରାଖୀ ପୂର୍ଣ୍ଣିମାରେ ବାପଘର ଯିବାକୁ ବାହାରିବାବେଳେ ଏହି ତାମିଲ୍ ମହିଳା ବେଶ୍ ଖୁସି ଜଣାପଡ଼ୁଛନ୍ତି। ଏପରକି ଖୁସିରେ ସେ କାର୍ରେ ବସି ନାଚୁଛନ୍ତି।
ଭାଇରାଲ୍ ହୋଇଥିବା ଭିଡିଓରେ ସଂପୃକ୍ତ ମହିଳା ତାମିଲ୍ ଗୀତର ତାଳେ ତାଳେ ଝୁମୁଛନ୍ତି ଏବଂ ମନଭରି ଖୁସି ଜାହିର କରୁଛନ୍ତି।
ଏହି ଭିଡିଓକୁ ଫେସ୍ବୁକ୍, ଟ୍ୱିଟର୍ ଏବଂ ହ୍ୱାଟସ୍ଆପ୍ରେ ବହୁଳ ମାତ୍ରାରେ ସେୟାର୍ କରାଯାଇଛି।
रक्षाबंधन पर घर जाने की खुशी
Jokes Chaska यांनी वर पोस्ट केले सोमवार, २० ऑगस्ट, २०१८
from Odisha Reporter https://ift.tt/2P8Rkp6
No comments:
Post a Comment