ଖୋଲାଗଲା ଷ୍ଟିଚ୍‌, ଏବେ କିପରି ଅଛି କାହ୍ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଖୋଲାଗଲା ଷ୍ଟିଚ୍‌, ଏବେ କିପରି ଅଛି କାହ୍ନା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମେଡିକାଲ୍‌ରେ ଅପରେସନ୍‌ ହୋଇଥିବା ଲୋମଶ ଶିଶୁ କାହ୍ନାର ଷ୍ଟିଚ୍ ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟ ଅପରେସନ୍‌ ପରେ କାହ୍ନାର ଷ୍ଟିଚ୍ ଖୋଲାଯାଇଛି। ଏବେ କାହ୍ନା ଭଲ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

କିଛି ଦିନ ତଳେ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ବ୍ରହ୍ମପୁର ମେଡିକାଲ୍‌ରେ ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟାୟ ଅପରେସନ୍ କରାଯାଇଥିଲା।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର  ଅସ୍ତ୍ରୋପଚାର ପରେ ସେ ନୂଆ ଚେହେରା ପାଇବ ବୋଲି ଆଶା କରାଯାଉଛି।  ପୂର୍ବରୁ କାହ୍ନାର ମୁହଁରେ ଟ୍ୟୁମର ଭଳି ମାଂସ ଓହଳି ପଡ଼ିଥିଲା। ତା’ ମୁଣ୍ଡରୁ ପାଦ ଯାଏ ଲୋମ ମାଡ଼ିଯାଇଥିଲା। ଫଳରେ କାହ୍ନାର ମୁହଁ ଏବଂ ସାରା ଶରୀର ଅସ୍ୱାଭାବିକ ଦେଖାଯାଉଥିଲା।

 



from OdishaReporter https://ift.tt/2AAmAuL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages