ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ ବୋଲି ପ୍ରଥମ ପତ୍ନୀ କଲେ ଏମିତି କାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 2, 2018

ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ ବୋଲି ପ୍ରଥମ ପତ୍ନୀ କଲେ ଏମିତି କାଣ୍ଡ

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟକାଣ୍ଡ ଘଟିଛି।

ପ୍ରଥମ ପତ୍ନୀଙ୍କୁ ହତାଦର କରି ଜଣେ ବ୍ୟକ୍ତି ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ପାଖରେ ରହୁଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମ ପତ୍ନୀ ଜଣଙ୍କ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି।

ମୁଜାଫରନଗରର ମିମାଲାନ୍‌ ଅଞ୍ଚଳରେ ଏହି ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବ୍ୟକ୍ତି ଜଣଙ୍କର ଛୁଆ ହେଉ ନଥିବାରୁ ସେ ପତ୍ନୀଙ୍କ ସମ୍ମତି ନେଇ ଦ୍ୱିତୀୟ ବିବାହ କରିଥିଲେ।

ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ନିକଟରେ ଏକ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଛୁଆ ହେବା ପରେ ବ୍ୟକ୍ତି ଜଣଙ୍କ ସର୍ବଦା ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ। ଯାହାକୁ ନେଇ ପ୍ରଥମ ପତ୍ନୀ କ୍ରୋଧିତ ହେବା ସହ ପାଟିତୁଣ୍ଡ ଆରମ୍ଭ କରି ଦେଇଥିଲେ।

ବୁଧବାର ପରିସ୍ଥିତି ଏପରି ସୃଷ୍ଟି ହୋଇଥିଲା ଯେ ପ୍ରଥମ ପତ୍ନୀ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ ବୋଲି ପୁଲିସ୍‌ କହିଛି।



from OdishaReporter https://ift.tt/2O161Ka

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages