୨୦୨୨ରେ ଅନ୍ତରୀକ୍ଷକୁ ଭାରତୀୟଙ୍କୁ ପଠାଇବ ଇସ୍ରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

୨୦୨୨ରେ ଅନ୍ତରୀକ୍ଷକୁ ଭାରତୀୟଙ୍କୁ ପଠାଇବ ଇସ୍ରୋ

isro

ବେଙ୍ଗାଲୁରୁ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା, ‘ଇସ୍ରୋ’ ୨୦୨୨ ବେଳକୁ କୌଣସି ଜଣେ ଭାରତୀୟଙ୍କୁ ପ୍ରଥମ ଥର ପାଇଁ ଅନ୍ତରୀକ୍ଷକୁ ପଠାଇବାର ଯୋଜନା ରଖିଛି।

ଇସ୍ରୋର ଜଣେ ଅଧିକାରୀ ‘ଆଇଏଏନ୍‌ଏସ୍‌’କୁ କହିଛନ୍ତି, “ମାନବ ଅନ୍ତରୀକ୍ଷ ଅଭିଯାନ ପାଇଁ ସବୁ ମହତ୍ୱପୂର୍ଣ୍ଣ ଟେକ୍ନୋଲୋଜି ଏବେ ବିକଶିତ କରାଯାଉଛି। ଆମେ ୨୦୨୨ ବେଳକୁ କୌଣସି ଜଣେ ଭାରତୀୟଙ୍କୁ ଅନ୍ତରୀକ୍ଷ ଯାତ୍ରାରେ ପଠାଇ ପାରୁ।”

ପୂର୍ବରୁ ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ଅବସରରେ ଦେଶକୁ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ମଧ୍ୟ ସୂଚନା ଦେଇଥିଲେ।



from OdishaReporter https://ift.tt/2Pcwu8X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages