ତିନ୍‌ ତଲାକ୍‌ ବିଲ୍‌ରେ ସଂଶୋଧନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ତିନ୍‌ ତଲାକ୍‌ ବିଲ୍‌ରେ ସଂଶୋଧନ!

ନୂଆଦିଲ୍ଲୀ: ମୁସଲିମ୍‌ ସଂପ୍ରଦାୟରେ ପ୍ରଚଳିତ ତିନ୍‌ ତଲାକ୍‌କୁ ଅବୈଧ ଘୋଷଣା କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ରେ କେତେକ ସଂଶୋଧନ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ ଏହାକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଟ୍ରିପଲ୍‌ ତଲାକ୍‌ ବିଲ୍‌କୁ ନେଇ ଆଲୋଚନା କରାଯାଇଥିଲା। ଏଥିରେ କେତେକ ସଂଶୋଧନ ଆଣିବା ପାଇଁ କେତେକ ନିଷ୍ପତ୍ତି ହୋଇଥିବା ଏବଂ ଏହାକୁ କ୍ୟାବିନେଟ୍‌ ଅନୁମୋଦନ କରିଛି।

ପୂର୍ବ ଭଳି ବିଲ୍‌  ଟ୍ରିପଲ୍‌ ତଲାକ୍‌ ଏକ ଜାମିନ୍‌ ବିହୀନ୍‌ ଅପରାଧ ହୋଇ ରହିଛି। କିନ୍ତୁ ଟ୍ରିପଲ୍‌ ତଲାକ ଦେଉଥିବା ଅଭିଯୁକ୍ତଙ୍କୁ କେବଳ ଜଣେ ମାଜିଷ୍ଟ୍ରେଟ୍‌ ଜାମିନ୍‌ ଦେଇପାରିବେ ବୋଲି ଆଜି ସଂଶୋଧନ କରାଯାଇ ବିଲ୍‌ରେ ସାମିଲ କରାଯାଇଥିବା ଜଣାପଡ଼ିଛି।



from OdishaReporter https://ift.tt/2M5zAhn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages