ଏଥର ପ୍ଲାଷ୍ଟିକ୍ ନୁହଁ, ଖଦୀରେ ତ୍ରିରଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଏଥର ପ୍ଲାଷ୍ଟିକ୍ ନୁହଁ, ଖଦୀରେ ତ୍ରିରଙ୍ଗା

ନୂଆଦିଲ୍ଲୀ: ଏଥର ପ୍ଲାଷ୍ଟିକ୍ ନୁହଁ । ଖଦୀରେ ପ୍ରସ୍ତୁତ ପତାକା ବ୍ୟବହାର ହେବ।  ଆଗକୁ  ଆସୁଥିବା ସ୍ୱାଧୀନତା ଦିବସ ଅବସରରେ ଆସାମରେ ନୋ ପ୍ଲାଷ୍ଟିକ୍‌ ନାରା ଦେଇଛନ୍ତି ରାଜ୍ୟ ସରକାର। ତେଣୁ ରାଜ୍ୟରେ ଖଦିରେ ତିଆରି ତ୍ରିରଙ୍ଗାର ଚାହିଦା ବଢ଼ିଛି।  ଖଦି ନିଗମ ବି ତ୍ରିରଙ୍ଗା ତିଆରି ସଂଖ୍ୟାକୁ ବଢ଼ାଇଛି ।

ତ୍ରିରଙ୍ଗା ପାଇଁ ପ୍ରଥମେ ତିନି ରଙ୍ଗର କପଡ଼ା ସଂଗ୍ରହ କରାଯାଏ। ଏହାପରେ ଅଶୋକ ଚକ୍ର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଛାଞ୍ଚ ସାହାଯ୍ୟରେ ତାକୁ ରଙ୍ଗ ଦିଆଯାଏ। କିଛି ସମୟ ପରେ ଏହା ଶୁଖିବା ପରେ ତିନି ରଙ୍ଗର କପଡ଼ାକୁ ମେସିନ୍ ସାହାଯ୍ୟରେ ସିଲେଇ କରାଯାଏ।  କୁଶଳୀ ଏବଂ ଅଭିଜ୍ଞ କାରିଗରଙ୍କ ଦ୍ୱାରା ଖଦି ନିଗମ ଏହି ତ୍ରିରଙ୍ଗା ପ୍ରସ୍ତୁତ କରିଥାଏ । ଏବେ ପ୍ଲାଷ୍ଟିକ୍ ପତାକା ବ୍ୟାନ୍ ହେବା ପରେ ଖଦି ତ୍ରିରଙ୍ଗାର ଚାହିଦା ବି ବଢ଼ିଛି ।



from OdishaReporter https://ift.tt/2OZUMDb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages