ଏସିଆନ୍‌ ଗେମ୍ସ୍‌: ଦୌଡ଼ରେ ଭାରତକୁ ୨ ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଏସିଆନ୍‌ ଗେମ୍ସ୍‌: ଦୌଡ଼ରେ ଭାରତକୁ ୨ ରୌପ୍ୟ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆନ୍‌ ଗେମ୍‌ସରେ ରବିବାର ୪୦୦ ମିଟର ଦୌଡରେ ଭାରତକୁ ୨ଟି ରୌପ୍ୟ ପଦକ ମିଳିଛି।

ମହିଳା ୪୦୦ ମିଟର ଦୌଡ଼ରେ ଭାରତୀୟ ଧାବିକା ହିମା ଦାସ ୫୦.୭୯ ସେକେଣ୍ଡରେ ଟାର୍ଗେଟ୍‌କୁ ଅତିକ୍ରମ କରି ରୌପ୍ୟ ପଦକ ପାଇଛନ୍ତି। ଏହି ବର୍ଗରେ ବାହାରିନ୍‌ ପ୍ରତିଯୋଗୀ ନାସିର୍‌ ସ୍ୱର୍ଣ୍ଣ ପଦକ ପାଇଥିବାବେଳେ କାଜକାସ୍ତାନର ଏଲିନା ମିଖିନାଙ୍କୁ କାଂସ୍ୟ ପଦକ ମିଳିଛି।

ସେହିପରି ପୁରୁଷ ୪୦୦ ମିଟର୍‌ ଦୌଡ଼ରେ ଭାରତୀୟ ଧାବକ ମହମ୍ମଦ ଅନସ୍ ୟାହିଆ ୪୫.୬୯ ସେକେଣ୍ଡରେ ଦୂରତ୍ୱ ଅତିକ୍ରମ କରି ଦେଶ ପାଇଁ ଆଉ ଏକ ରୌପ୍ୟ ପଦକ ପାଇଛନ୍ତି। ଏହି ବର୍ଗରେ କତାର୍‌ର ପ୍ରତିଯୋଗୀ ଅଦ୍ଦାଲେହ୍ ହାସନ୍‌ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି।



from Odisha Reporter https://ift.tt/2NhPodj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages