ଟଙ୍କା ଦେଲେନି ବୋଲି ମାରି ଆଖି ତାଡ଼ିଦେଲେ ପୁଅ ଓ ନାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 19, 2018

ଟଙ୍କା ଦେଲେନି ବୋଲି ମାରି ଆଖି ତାଡ଼ିଦେଲେ ପୁଅ ଓ ନାତି

death

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ଟଙ୍କା ନ ଦେବାରୁ ୮୫ ବର୍ଷର ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ ନାତି ମିଶି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗୌର ନାଏକ।

ସୂଚନାଅନୁସାରେ,  ଗୌର ନାଏକଙ୍କୁ ତାଙ୍କ ପୁଅ ଗଙ୍ଗାଧର ଓ ନାତି ଦେବବ୍ରତ ଓରଫ ସିପୁନ୍ ଟଙ୍କା ମାଗିଥିଲେ। ହେଲେ ଗୌର ଟଙ୍କା ଦେଇ ନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଓ ନାତି ମିଶି ତାଙ୍କୁ ହତ୍ୟା କରିଥିଲେ। ଏହାପରେ  ତାଙ୍କ ଡାହାଣ ଆଖିକୁ ତାଡ଼ି ଦେଇଥିଲେ।

ତାଳଚେର ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରିଛି।



from Odisha Reporter https://ift.tt/2wc9BtR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages