
ନୂଆଦିଲ୍ଲୀ: ଇଣ୍ଡୋନେସିଆର ଜାକର୍ତା ଓ ପାଲେମ୍ବାଗ୍ରେ ଅନୁଷ୍ଠିତ ହେବ ଏସିଆନ୍ ଗେମସ୍ ୨୦୧୮। ଅଗଷ୍ଟ ୧୮ ତାରିଖରୁ ଏହା ଆରମ୍ଭ ହେବ ଓ ସେପ୍ଟେମ୍ବର ୨ରେ ଶେଷ ହେବ। ଏହାର ପ୍ରଚାର, ପ୍ରସାର ପାଇଁ ପ୍ରାୟ ୬୫,୦୦୦ ଲୋକଙ୍କ ସହ ପାରମ୍ପାରିକ ‘ପୋକୋ ପୋକୋ’ ନୃତ୍ୟରେ ନାଚିଛନ୍ତି ରାଷ୍ଟ୍ରପତି ଜୋକୋ ୱିଡୋଡୋ।

ଦେଶର ଜାତୀୟ ପତାକା ପରି ଲାଲ ଓ ଧଳା ରଙ୍ଗର ପୋଷାକ ପିନ୍ଧି ୱିଡୋଡୋ ପତ୍ନୀ ଇରିୟାନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ନୃତ୍ୟ କରିଥିଲେ।
from OdishaReporter https://ift.tt/2vj084m
No comments:
Post a Comment