
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଋତୁ ଆରମ୍ଭ ହେଲା ମାତ୍ରେ, ଆମେ ନୂଆ ନୂଆ ଚାରା ଗଛ ଆମ ଘର ଅଗଣାରେ ଲଗାଇବାକୁ ଆଣିଥାଉ। ଅନେକ ବ୍ୟକ୍ତି ଋତୁ ଅନୁସାରେ ଘରେ ବିଭିନ୍ନ ରକମର ଫୁଲ ଗଛ ଏବଂ ଶୋ’ ଗଛ ଘରେ ଲଗାଇବା ପାଇଁ ପସନ୍ଦ କରିଥା’ନ୍ତି। କିନ୍ତୁ ମନେ ରଖନ୍ତୁ, କୌଣସି ନୂଆ ଗଛ କିଛି କଥା ଉପରେ ଧ୍ୟାନ ଦିଅନ୍ତୁ। ଏହି ଗଛ ଆପଣଙ୍କ ଜୀବନ ମଧ୍ୟ ନେଇପାରେ।
ଆଜ୍ଞା ହଁ, ପ୍ରକୃତିରେ ଏପରି ଅନେକ ଗଛ ରହିଛି, ଯାହା ବିଷଧର ହେବା ସହିତ ସେହି ଗଛକୁ ଛୁଇଁବା ପରେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲିଯାଇପାରେ। ଆଜି ଆମେ ଆପଣଙ୍କୁ ସେହି ଅଜବ ଗଛ ବିଷୟରେ କହିବୁ, ଯାହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ।

ଏହି ଗଛର କ୍ଷୀର ଯଦି ଶରୀରରେ ଲାଗିଗଲେ, ଚର୍ମ କୁଣ୍ଡାଇ ହେବା ଆରମ୍ଭ କରେ।
ଏହି ଗଛରେ ଏତେ ପରିମାଣର ବିଷ ଭରି ରହିଛି ଯେ, ଛୋଟ ଶିଶୁଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଥାଏ ଏବଂ ବୟସ୍କ ଲୋକଙ୍କର ୧୫ ମିନିଟ୍ ପରେ ଜୀବନ ଚାଲି ଯାଇଥାଏ।
ଯଦି କୌଣସି ବ୍ୟକ୍ତି ଏହି ଗଛକୁ ଛୁଇଁ ସାରିବା ପରେ ସେହି ହାତକୁ ଆଖିରେ ମାରନ୍ତି, ତେବେ ତାଙ୍କ ଆଖିର ଜ୍ୟୋତି ସବୁଦିନ ପାଇଁ ନଷ୍ଟ ହୋଇଥାଏ।
from OdishaReporter https://ift.tt/2PbuX34

No comments:
Post a Comment