ସ୍ପଟ୍‌ ଫିକ୍ସିଂ: ୧୦ ବର୍ଷ ପାଇଁ ବ୍ୟାନ୍‌ ହେଲେ ଏହି ଖେଳାଳି  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ସ୍ପଟ୍‌ ଫିକ୍ସିଂ: ୧୦ ବର୍ଷ ପାଇଁ ବ୍ୟାନ୍‌ ହେଲେ ଏହି ଖେଳାଳି 

ଇସ୍‌ଲାମାବାଦ: ସ୍ପଟ୍‌ ଫିକ୍ସିଂ ମାମଲାରେ ଫସିଥିବା ପାକିସ୍ତାନ କ୍ରିକେଟର୍‌ ନସିର ଜାମଶେଦଙ୍କ ଉପରେ ୧୦ ବର୍ଷ ପାଇଁ ବାସନ୍ଦାଦେଶ ଲାଗୁ ହୋଇଛି। ପାକିସ୍ତାନ ସୁପର୍‌ ଲିଗ୍‌(ପିଏସ୍‌ଏଲ୍‌)ରେ ନସିର ସ୍ପଟ୍‌ ଫିକ୍ସି  କରିଥିବାରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ(ପିସିବି)ର ଦୁର୍ନୀତି ନିରୋଧ ଟ୍ରିବ୍ୟୁନାଲ୍ ଆଜି ଏଭଳି ଦଣ୍ଡ ଘୋଷଣା କରିଛି। ଏହି ବାସନ୍ଦାଦେଶ ଯୋଗୁ ନସିର କୌଣସି ପ୍ରକାରର କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପାରିବେ ନାହିଁ।

ପୂର୍ବରୁ ସ୍ପଟ୍‌ ଫିକ୍ସିଂ ପାଇଁ ପିସିବି ନସିରଙ୍କୁ ୨ ବର୍ଷ ପାଇଁ କ୍ରିକେଟ୍‌ରୁ ବ୍ୟାନ୍‌ କରିଥିଲା।

ପିଏସ୍‌ଏଲ୍‌ରେ ହୋଇଥିବା ସ୍ପଟ୍‌ ଫିକ୍ସିଂରେ ନସିରଙ୍କ ସମେତ ଆଉ ୨ ଜଣ ଖେଳାଳିଙ୍କ ନାଁ ରହିଥିଲା।  ନସିର ପାକିସ୍ତାନ ପକ୍ଷରୁ ୨ଟି ଟେଷ୍ଟ, ୪୫ଟି ଦିନିକିଆ ଓ ୧୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି

 



from Odisha Reporter https://ift.tt/2nRrbj7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages