ଦିନକର ଦରମା ଦାନ କରିବେ ଓଡ଼ିଶା ଆଇଏଏସ୍ ଓ ଆଇପିଏସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଦିନକର ଦରମା ଦାନ କରିବେ ଓଡ଼ିଶା ଆଇଏଏସ୍ ଓ ଆଇପିଏସ୍

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କେରଳର ପ୍ରଳୟଙ୍କରୀ ବନ୍ୟା ଦ୍ଵାରା ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ଓଡ଼ିଶା କ୍ୟାଡରର ଆଇଏଏସ୍ ଓ ଆଇପିଏସ୍ ଅଫିସରମାନେ ନିଜର ଦିନକର ଦରମା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଆଜି ଓଡ଼ିଶା ଆଇଏଏସ୍ ସଂଘ ଓ ଆଇପିଏସ୍ ସଂଘ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଉଭୟ ଆଇଏଏସ୍ ଓ ଆଇପିଏସ୍ ଅଫିସର୍ ସଂଘ ନିଜର ଦିନକର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବେ।

ସୂଚନାଯୋଗ୍ୟ, କେରଳ ବନ୍ୟାରେ ଫସି ରହିଥିବା ଓଡ଼ିଆ ଲୋକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ଆଜି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି।



from Odisha Reporter https://ift.tt/2OO5Ke0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages