
ଜାକର୍ତ୍ତା: ଭାରତ ପାଇଁ ପୁଣି ଥରେ ଗୌରବ ଆଣି ଦେଇଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ଜାକର୍ତ୍ତାଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ଏହି ଓଡ଼ିଆ ଧାବିକା ପୁଣି ଏକ ଇଭେଣ୍ଟରେ ପୁଣି ରୌପ୍ୟ ପଦକ ହାସଲ କରିଛନ୍ତି।
୨୦୦ ମିଟର୍ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ଏହି ଦୂରତାକୁ ଦୂତୀ ୨୩.୨ ସେକେଣ୍ଡରେ ଅତିକ୍ରମ କରି ଅପୂର୍ବ ସଫଳତା ହାସଲ କରିଛନ୍ତି।
ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ଦୂତୀ ରୌପ୍ୟ ପଦକ ଜିତିଥିଲେ।
from Odisha Reporter https://ift.tt/2POJTEG
No comments:
Post a Comment