ଦେଇଦେଲେ ସରିଯିବ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

ଦେଇଦେଲେ ସରିଯିବ କି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଜାନୁ ତୋ ଲଭ୍‌ର ପାସୱାର୍ଡ କେତେ, କହିଦେ କ’ଣ କଲେ ଭଲ ପାଇବୁ ମତେ।’

ଏମିତି କିଛି କହୁଛନ୍ତି  ଓଲିଉଡ୍‌ର ଚକୋଲେଟ ବୟ ବାବୁସାନ୍‌ ମହାନ୍ତି। ସେ ପୁଣି ସୁନ୍ଦରୀ ଅଭିନେତ୍ରୀ ସନ୍‌ମିରାଙ୍କୁ।

“ମଲିଣି ତତେ ଲଭ୍‌ କରି, ଦିଲ୍ଲଟା ତୋର ଦେଇଦେ ଗୋରୀ, ହ ନା ଯାକି, ଦେଇଦେଲେ ସରିଯିବ କି? ” ଆହୁରି ଏମିତି କିଛି କହୁଛନ୍ତି ସେ।

ହେଲେ କାହିଁକି? ଆପଣ କନ୍‌ଫ୍ୟୁଜ୍‌ ହେଉଥିବେ।

ରିଅଲ୍‌ରେ ନୁହେଁ ରିଲ୍‌ରେ ଏମିତି ପ୍ରେମ ନିବେଦନ କରୁଛନ୍ତି ବାବୁସାନ୍‌। ଆଗକୁ ଆସୁଛି ତାଙ୍କ ଫିଲ୍ମ ‘ଲୋକାଲ୍‌ ଟୋକା ଲଭ୍‌ ଚୋଖା’। ଏଥିରେ ପ୍ରଥମ ଥର ପାଇଁ ବାବୁସାନ୍‌ ଏବଂ ସନମିରା ଏକାଠି ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି।

ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ସାହୁ ଦେଇଥିବା ବେଳେ ଫିଲ୍ମଟି ଗଣେଶ ପୂଜାରେ ରିଲିଜ୍‌ ହେବାକୁ ଯାଉଛି।



from OdishaReporter https://ift.tt/2neoqbi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages