ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ୍‌ ମିସାଇଲ୍‌ ‘ହେଲିନା’ର ସଫଳ ପରୀକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ୍‌ ମିସାଇଲ୍‌ ‘ହେଲିନା’ର ସଫଳ ପରୀକ୍ଷଣ

ଜୟପୁର :ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ୍‌ ମିସାଇଲ୍‌ ‘ହେଲିନା’ର ସଫଳ ପରୀକ୍ଷଣ ହୋଇଛି। ଏହା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ॥  ଗତକାଲି ମିସାଇଲ୍‌ ହେଲିନାର ପରୀକ୍ଷଣ ରାଜସ୍ଥାନରେ କରାଯାଇଛି।

ଏହି କ୍ଷେପଣାସ୍ତ୍ର ଯେକୌଣସି ଶତ୍ରୁ ଟ୍ୟାଙ୍କ୍‌କୁ ଧ୍ୱଂସ କରିବାର କ୍ଷମତା ରଖିଛି। ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ, ଡିଆରଡିଓ ଏବଂ ଭାରତୀୟ ବାୟୁ ସେନାର ମିଳିତ ଉଦ୍ୟମରେ ନିର୍ମତ ହୋଇଛି ଏହି କ୍ଷେପଣାସ୍ତ୍ର। ଭାରତୀୟ ବାୟୁସେନା ହେଲିକପ୍ଟରରୁ ଏହି ମିଜାଇଲକୁ ପୋଖରାନ୍‌ ଅଞ୍ଚଳରେ ପରୀକ୍ଷଣ କରାଯାଇଥିଲା। ମିସାଇଲ୍‌ ହେଲିନାର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ ସମେତ ହାଲ୍, ବାୟୁସେନାକୁ ଧନ୍ୟବାଦ ଅର୍ପଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।



from Odisha Reporter https://ift.tt/2BEMLkD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages