BSNLର ନୂଆ ଅଫର୍‌: ୨୭ଟଙ୍କାରେ ଅନ୍‌ଲିମିଟେଡ୍‌ କଲିଂ ସହ ଡାଟା ଏବଂ SMS ଅଫର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 5, 2018

BSNLର ନୂଆ ଅଫର୍‌: ୨୭ଟଙ୍କାରେ ଅନ୍‌ଲିମିଟେଡ୍‌ କଲିଂ ସହ ଡାଟା ଏବଂ SMS ଅଫର୍‌

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (BSNL)ଏକ ନୂଆ ପ୍ରିପେଡ୍‌ ପ୍ଲାନ ଲଞ୍ଚ୍ କରିଛି। ଏହି ପ୍ଲାନ୍‌ ୨୭ଟଙ୍କାର ରହିଛି। ଏହି ପ୍ଲାନ୍‌ ୬ଅଗଷ୍ଟରୁ ଉପଲବ୍ଧ ହେବ। ଏହି ନୂଆ ପ୍ଳାନ୍‌ରେ ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂ। ଦୈନିକ ୩୦୦ SMS ଏବଂ 1GBର ଡାଟା ରହିଛି। ଏହି ପ୍ଲାନ୍‌ର ବୈଧତା ୭ଦିନ ପର୍ଯ୍ୟନ୍ତ ରହିବ।

ଏହି ପ୍ଲାନ୍‌ ମୁମ୍ବାଇ ଏବଂ ଦିଲ୍ଲୀ ଅଞ୍ଚଳର BSNL ବ୍ୟବହାରକାରୀମାନଙ୍କ ପାଇଁନୁହେଁ।

ଏହି ପ୍ଲାନ୍‌ରେ ଭଏସ୍‌ କଲିଂ ବ୍ୟତୀତ ଗ୍ରାହକଙ୍କୁ 1GBର 2GB/3GB ଡାଟା ଦିଆଯାଇଛି। ଯେହେତୁ BSNLର 4G ସେବା ନାହିଁ ତେଣୁ 3GB ଡାଟା ହିଁ ମିଳିବ।



from OdishaReporter https://ift.tt/2vlF64N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages