
LG Q8 ମୋବାଇଲ୍ ଫୋନ୍ ଲଞ୍ଚ୍ ହୋଇଯାଇଛି। ଏହା ଗତ ବର୍ଷ ଲଞ୍ଚ ହୋଇଥିବା LG Q8ର ଅପଗ୍ରେଡେଡ୍ ଭର୍ସନ୍। ଏହି ଫୋନ୍ ସହ ଏକ ଷ୍ଟାଇଲିଶ୍ ପେନ୍ ମଧ୍ୟ ରହିଛି। ଏହି ଫୋନ୍ରେ ୬.୨ ଇଞ୍ଚ୍ର ଡିସ୍ପ୍ଲେ ଅଛି। ଏହି ଫୋନ୍ର ମୂଲ୍ୟ ୩୨,୯୦୦ ରହିଛି।
ଏହି ଫୋନ୍ ଅରୋରା ବ୍ଲୁ ଏବଂ ମୋରକନ୍ ବ୍ଲୁ ଏହି ଦୁଇ ରଙ୍ଗର ଉପଲବ୍ଧ। ଏଥିରେ ୧୬ମେଗାପିକ୍ସେଲ୍ ବ୍ୟାକ୍ କ୍ୟାମେରା ଏବଂ ୫ମେଗାପିକ୍ସେଲ୍ ଫ୍ରଣ୍ଟ୍ କ୍ୟାମେରା ରହିଛି। ୬୪GBର ମେମୋରି ସହ 4G LTE ଏବଂ ୪ଜିବି ରାମ୍ ରହିଛି।
from OdishaReporter https://ift.tt/2P2GwcF
No comments:
Post a Comment