ଲଞ୍ଚ୍‌ ହେଲା ବ୍ଲୁ ଟୁଥ୍‌ ସ୍ପିକର୍‌ W8 - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ଲଞ୍ଚ୍‌ ହେଲା ବ୍ଲୁ ଟୁଥ୍‌ ସ୍ପିକର୍‌ W8

wb

ନୂଆଦିଲ୍ଲୀ: ଏଫ୍‌ ଏଣ୍ଡ୍‌ ଡି କମ୍ପାନୀର ପୋର୍ଟେବଲ୍‌ ବ୍ଲୁ ଟୁଥ୍‌ ସ୍ପିକର୍‌ W8 ଲଞ୍ଚ୍‌ ହୋଇଛି। ଏହି ସ୍ପିକର୍‌ର ଦାମ୍‌ ୨,୪୯୦ଟଙ୍କା ରହିଛି। ସ୍ନାପ୍‌ଡିଲ୍‌ ଏବଂ ଆମାଜନ୍‌ରୁ ଗ୍ରାହକ ଏହି ସ୍ପିକରକୁ କିଣି ପାରିବେ।

ଏହି ଅଲ୍ଟ୍ରା ପୋର୍ଟେବଲ୍‌ W8 ସ୍ପିକରରେ ୧ ମିଟର ରେଞ୍ଜ୍‌ ଭିତରେ ଥିବା ମୋବାଇଲ୍‌ ଏବଂ ଅନ୍ୟ ବ୍ଲୁ ଟୁଥ୍ ଡିଭାଇସ୍‌କୁ କନେକ୍ଟ୍‌ କରାଯାଇପାରିବ। ଏହି ସ୍ପିକର୍‌ ଜରିଆରେ ଭଏସ୍‌ କଲ୍‌ ହୋଇପାରିବ ଏବଂ କଲ୍‌ ରିସିଭ୍‌ ମଧ୍ୟ କରାଯାଇପାରିବ।

ଏହି W8 ସ୍ପିକର୍‌ରେ ମାଇକ୍ରୋ ଏସ୍‌ଡି କାର୍ଡ ସପୋର୍ଟ ସିଷ୍ଟମ୍‌ ରହିଛି। ସ୍ପିକର୍‌ରେ FM ମଧ୍ୟ ଦିଆଯାଇଛି।

ଏଥିରେ ରଙ୍ଗ ବଦଳାଇପାରୁଥିବା ଏଲ୍‌ଇଡି ଲାଇଟ୍‌ ମଧ୍ୟ ଦିଆଯାଇଛି। ଏହି ସ୍ପିକରକୁ ୬ଘଣ୍ଟା ପର୍ଯ୍ୟନ୍ତ ଚଲାଯାଇପାରିବ।

 



from Odisha Reporter https://ift.tt/2BoPNsV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages