କଂଗ୍ରେସ୍‌ର ପ୍ରାର୍ଥୀ ଚୟନ କସରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

କଂଗ୍ରେସ୍‌ର ପ୍ରାର୍ଥୀ ଚୟନ କସରତ

congress

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଆରମ୍ଭ କରିଛି କସରତ। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି ଏହି ସ୍କ୍ରିନିଂ କମିଟି ବୈଠକ। କମିଟିର ଅଧ୍ୟକ୍ଷ ଭି.ଡି. ସାଥେସାନ୍, ଅନ୍ୟ ୨ ସଦସ୍ୟଙ୍କ ସହ କଂଗ୍ରେସ ଭବନରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରୁଛନ୍ତି। କେଉଁ ଆଧାରରେ କାହାକୁ ପ୍ରାର୍ଥୀ କଲେ ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କରିପାରିବ, ସେଥିନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯାଉଛି।
ଆଲୋଚନା ପରେ ପିସିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତାଲିକା ଉପରେ ଆସନ୍ତାକାଲି ବିଷଦ ଆଲୋଚନା କରିବ ପ୍ରଦେଶ ନିର୍ବାଚନ କମିଟି। ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ଏଆଇସିସିର ସେଣ୍ଟ୍ରାଲ୍ ଇଲେକ୍ସନ କମିଟି (ସିଇସି)କୁ ପଠାଯିବ। ସିଇସିର ତର୍ଜମା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାକୁ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟରେ ଉପସ୍ଥାପନ କରାଯିବା।



from Odisha Reporter https://ift.tt/2DH86KW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages