ବଜାରକୁ ଆସିଲା ହୋଣ୍ଡାର ଷ୍ଟାଇଲିସ୍‌ ସ୍କୁଟର,ଜାଣନ୍ତୁ ଦାମ୍‌ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ବଜାରକୁ ଆସିଲା ହୋଣ୍ଡାର ଷ୍ଟାଇଲିସ୍‌ ସ୍କୁଟର,ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଷ୍ଟାଇଲିସ୍‌ ବାଇକ୍‌ 110cc scooter Aviator 2018 version ଲଞ୍ଚ କରାଯାଇଛି।  ଏହାର ଏକ୍ସସୋରୁମ୍‌ ପ୍ରାଇସ୍‌  ଦିଲ୍ଲୀରେ ୫୫.୧୫୭ ଟଙ୍କା ରହିଛି।  ଏହି ନୂତନ ମଡେଲରେ LED headlamp ଏବଂ position lamp, 4-in-1 lock, ସିଟ୍‌ ଓପନର୍‌ ସୁଇଚ୍‌, ମେଟାଲ ମଫ୍‌ଲର ପ୍ରୋଟେକ୍ଟର  ଏବଂ ନ୍ୟୁ ଫ୍ରଣ୍ଟ୍‌ ବ୍ୟାଗ୍‌-ହୁକ୍‌ ରହିଛି। ଏହି ମଡେଲରେ କୌଣସି ପ୍ରକାର କସ୍‌ମେଟିକ୍‌ ଏବଂ ମେକାନିକାଲ ଅପ୍‌ଡେଟ୍‌ ଦିଆଯାଇ ନାହିଁ।

ଏଥିରେ 110cc ହେଟ୍‌ ( ହୋଣ୍ଡା ଇକୋ ଟେକ୍ନୋଲୋଜି) ଇଞ୍ଜିନ୍‌ ରହିଛି। ଏହି ଇଞ୍ଜିନ୍‌ 8PS ଏବଂ 8.9Nm ଟର୍କ୍ୟୁ ପାୱାର ଉତ୍ପାଦନ କରିବାର କ୍ଷମତା ରହିଛି। ଏଥିରେ ଏୟାର୍‌ କୋଲେଡ୍‌ carburetized ସିଷ୍ଟମ ବିଶିଷ୍ଟ ଇଞ୍ଜିନ୍‌ ରହିଛି।

ସେହିପରି ଏହି ସ୍କୁଟରରେ ଆଉ କିଛି ଖାସ୍‌ ବିଶେଷତ୍ୱ ମଧ୍ୟ ରହିଛି। ସେଥିରେ ମୋବାଇଲ୍‌ ଚାର୍ଜର, ଆଲୟ ହୁଇଲ୍‌ ଏବଂ ଫ୍ରଣ୍ଟ ଡିସ୍କ୍‌ ବ୍ରେକ୍‌ ଆଦି ରହିଛି। ଏହି ସ୍କୁଟରଟି  ବଜାରରେ ଏବେ ୪ଟି ରଙ୍ଗ ତଥା କଳା, ଧଳା, ଲାଲ ଏବଂ ସିଲ୍‌ଭର ରଙ୍ଗରେ ଉପଲବ୍ଧ।



from Odisha Reporter https://ift.tt/2oWSvwI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages