ଦୋକାନ ଉପରେ ଓଲଟି ପଡ଼ିଲା ବସ୍‌, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଦୋକାନ ଉପରେ ଓଲଟି ପଡ଼ିଲା ବସ୍‌, ୨ ଗୁରୁତର

accident

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝରରେ ଏକ ବସ୍‌ ଦୋକାନ ଉପରେ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଦ୍ୱୟ ଦୋକାନ ମଧ୍ୟରେ ଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।
କେନ୍ଦୁଝରରୁ ଭରତପୁର ଯାଉଥିବା ବସ୍‌ ‘ଚନ୍ଦ୍ରଶେଖର’ ସଦର ଥାନା ଅଞ୍ଜର ନିକଟରେ ଏନ୍‌ଏଚ୍‌-୪୯ରେ ଦୁର୍ଘଟଣାର ଶିକାର ହୋଇଛି। ବସ୍‌ଟିକୁ ଏକ ଟ୍ରକ୍‌ ଧକ୍କା ଦେବା ପରେ ବସ୍‌ଟି ଭାରସାମ୍ୟ ହରାଇ ଦୋକାନ ଉପରେ ଓଲଟି ପଡ଼ିଥିଲା।



from Odisha Reporter https://ift.tt/2PXOrb1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages