ଆନ୍ଦୋଳନକୁ ତୀବ୍ର କଲେ ଓକିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ଆନ୍ଦୋଳନକୁ ତୀବ୍ର କଲେ ଓକିଲ

Odisha-High-Court

କଟକ (ଓଡ଼ିଶା ରିପୋର୍ଟର): କଟକରେ ଓକିଲଙ୍କୁ ପୁଲିସ ଆକ୍ରମଣ ଅଭିଯୋଗ ଘଟଣାରେ ଆନ୍ଦୋଳନକୁ ଅଧିକ ତୀବ୍ର କରିଛି ହାଇକୋର୍ଟ ଓକିଲ ସଂଘ।

କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଆସନ୍ତାକାଲିଠାରୁ କଟକର ସବୁ ସରକାରୀ ଅଫିସ ଆଗରେ ଧାରଣା ଦେଇ ଏହାକୁ ବନ୍ଦ କରାଇବାକୁ ନିଷ୍ପତ୍ତ ହୋଇଛି।

ଏହାସହ ଗୁରୁବାର ଦିନ ନବୀନ ନିବାସ ଘେରାଉ କରାଯିବାକୁ ମଧ୍ୟ ସଂଘ ନିଷ୍ପତ୍ତି ନେଇଛି। ରାଜ୍ୟ ତମାମ ଓକିଲ ପ୍ରତିନିଧି ଘେରାଉ କରି ସ୍ମାରକପତ୍ର ଦେବେ। ଏନେଇ ବୁଧବାର ଦିନ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ଓକିଲ ସଂଘ ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2QRajpX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages