ନକଲି ହ୍ୱାଇଟ୍‌ ସିମେଣ୍ଟ କାରଖାନା ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ନକଲି ହ୍ୱାଇଟ୍‌ ସିମେଣ୍ଟ କାରଖାନା ଠାବ

cuttack,,,

କଟକ(ଓଡ଼ିଶା ରିପୋର୍ଟର): କଟକ ଜଗତପୁର ଶିଳ୍ପାଞ୍ଚଳରେ ନକଲି ହ୍ୱାଇଟ୍‌ ସିମେଣ୍ଟ କାରଖାନା ଠାବ କରିଛି ପୁଲିସ୍।

ଏହି ଘଟଣାରେ ପୁଲିସ୍‌ କାରଖାନା ମାଲିକ ସଦାଶିବ ବେହେରାଙ୍କୁ ଗିରଫ କରିଛି।

ଏଥିସହ ୩ଟି ଗୋଦାମରୁ ୭୧୦ରୁ ଅଧିକ ନକଲି ହ୍ୱାଇଟ୍‌ ସିମେଣ୍ଟ ବସ୍ତା ଓ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି।

ପ୍ରାୟ ୧୫ଟି କମ୍ପାନୀର ହ୍ୱାଇଟ୍‌ ସିମେଣ୍ଟ ଏଠାରେ ନକଲି କରି ବଜାରରେ ବିକ୍ରି କରାଯାଉଥିଲା। ମାର୍ବଲ ଗୁଣ୍ଡ, କିଛି ହ୍ୱାଇଟ ସିମେଣ୍ଟ ଓ କେମିକାଲ ମିଶାଇ ହ୍ୱାଇଟ ସିମେଣ୍ଟ ତି‌ଆରି କରାଯାଉଥିବା ପୁଲିସ ଜାଣିବାକୁ ପାଇଛି।



from Odisha Reporter https://ift.tt/2N7rbFQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages