୨୩ ସେପ୍ଟେମ୍ବର, ରବିବାର: ଏହି ରାଶି ଲୋକଙ୍କର ଦୁର୍ଘଟଣା ଘଟିବା ଆଶଙ୍କା ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

୨୩ ସେପ୍ଟେମ୍ବର, ରବିବାର: ଏହି ରାଶି ଲୋକଙ୍କର ଦୁର୍ଘଟଣା ଘଟିବା ଆଶଙ୍କା ରହିଛି

RasiFala

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ନୂଆ ସଂପର୍କ ସ୍ଥାପନ କରିବେ। ସମାଜରେ ମାନପ୍ରତିଷ୍ଠା ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ପଛରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ।

ବୃଷ: ଆପଣଙ୍କ ପାଇଁ ଦିନଟି ବହୁତ ଭଲ ରହିଛି। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। ମାନସିକ ଚାପ କମିବ। ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବେଶ୍ ଅନୁକୂଳ ଅଛି। ପୂଜାପାଠରେ ସମୟ ଦିଅନ୍ତୁ। ଫଳରେ ମନ ଶାନ୍ତ ରହିବ।

ମିଥୁନ: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଚାକିରି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିପାରେ। ଉତ୍ସାହ ଓ ଆତ୍ମବିଶ୍ୱାସ ବଢ଼ିବ। ତେବେ ଖାଦ୍ୟପେୟ ପ୍ରତି ଟିକେ ଯତ୍ନବାନ ହୁଅନ୍ତୁ।

କର୍କଟ: ମନ ଭଲ ରହିବ। ବିରୋଧୀଙ୍କ କଥା ଉପରେ ଗୁରୁତ୍ୱ ଦିଅନ୍ତୁ ନାହିଁ। ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ତେଣୁ ସାବଧାନ ରୁହନ୍ତୁ। ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ।

ସିଂହ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେଇ ପାରେ। ନିଜ ଆତ୍ମସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ।

କନ୍ୟା: ଘରେ ସୁଖଶାନ୍ତି ବାତାବରଣ ରହିବ। ବନ୍ଧୁଙ୍କ ସହାୟତା ଯୋଗୁ କିଛି ଛୋଟମୋଟ ସମସ୍ୟାର ସମାଧାନ ହେବ। ଆୟ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। କିଛି କଥାକୁ ନେଇ ମନ ଅଶାନ୍ତ ରହିବ। କୌଣସି ବାଦ-ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ। ବ୍ୟବସାୟୀମାନଙ୍କର ଆଶା ଅନୁଯାୟୀ ଲାଭ ହୋଇ ନପାରେ।

ବିଛା: କିଛି ନୂଆ କାମ କରିବାକୁ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି କଥା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଶୁଭ ସମାଚାର ମିଳିପାରେ।

ଧନୁ: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ।

ମକର: ପରିବାରର କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ଶତ୍ରୁମାନେ କୌଣସି କ୍ଷତି କରିପାରିବେନି। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କୁମ୍ଭ: ଦିନଟି ଖୁସିରେ ବିତିବ। ସବୁ କାର୍ଯ୍ୟ ସଫଳତାର ସହ ସଂପନ୍ନ ହେବ। କାହାକୁ କଟୁ କଥା କୁହନ୍ତୁ ନାହିଁ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମୀନ: ଆୟ ଅନୁସାରେ ବ୍ୟୟ ବଢ଼ିପାରେ। ବ୍ୟବସାୟୀମାନେ ଆଶା ମୁତାବକ ଲାଭ ପାଇବେ। ଲୋଭ କରନ୍ତୁ ନାହିଁ। ସୁସ୍ୱାଦୁ ଭୋଜନ ଖାଇବେ।



from Odisha Reporter https://ift.tt/2PWpjRT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages