ଆପଣମାନଙ୍କୁ ହସାଇବାକୁ ଖୁବ୍‌ଶୀଘ୍ର ଆସୁଛି ‘ନଖିଲୋ ନଖି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଆପଣମାନଙ୍କୁ ହସାଇବାକୁ ଖୁବ୍‌ଶୀଘ୍ର ଆସୁଛି ‘ନଖିଲୋ ନଖି’

Nakhi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଏକ୍ସକ୍ୟୁଜ୍‌ ମିଁ କ’ଣ କଲା ସେ’ ଜରିଆରେ ବଡ଼ ପରଦାରେ ଏଣ୍ଟ୍ରି କରିଥିବା ବାଳକୃଷ୍ଣ ନାୟକଙ୍କର ଏକ ମ୍ୟୁଜିକାଲ୍ ଭିଡିଓ ଆସୁଛି। ଏହାର ନାଁ ରଖାଯାଇଛି ‘ନଖିଲୋ ନଖି’। ସେପ୍ଟେମ୍ବର ୧୧ ତାରିଖରେ ଏହା ରିଲିଜ୍ ହେବ।

ଏହା ଏକ କମେଡି ମ୍ୟୁଜିକ୍ ଭିଡିଓ ବୋଲି ବାଳକୃଷ୍ଣ କହିଛନ୍ତି।

ଏଥିରେ ତାଙ୍କ ସହିତ ଭୂପତି ତ୍ରିପାଠୀ, ରୋଜା ଓ ହାପି ପ୍ରମୁଖ ଅଭିନୟ କରୁଛନ୍ତି।

80ଏହି ଗୀତଟିକୁ ଶିବନ ସ୍ୱାଇଁ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍‌.ଏସ୍‌ ପ୍ରସାଦ।

ପତିତପାବନ ରଣା ଏହାର ପ୍ରଯୋଜନା ଦାୟିତ୍ୱରେ ଥିବା ବେଳେ କୋରିଓଗ୍ରାଫି ଦାୟିତ୍ୱ ସମ୍ଭାଳିଛନ୍ତି  ରାଜେଶ କୁମାର।



from Odisha Reporter https://ift.tt/2Cp2OmN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages