ସ୍କୁଟିକୁ ପିଟି ଓଲଟି ପଡ଼ିଲା କାର୍: ୩ ମୃତ, ୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ସ୍କୁଟିକୁ ପିଟି ଓଲଟି ପଡ଼ିଲା କାର୍: ୩ ମୃତ, ୫ ଆହତ

deadbody

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): କଟକ-ପାରାଦୀପ ରାସ୍ତାର ପଥୁରିଆଗଡ଼ା ନିକଟରେ ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି।
ଏକ୍ କାର୍ ସ୍କୁଟିକୁ ଧକ୍କା ଦେବା ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଛି।
ସ୍କୁଟିକୁ ଧକ୍କା ଦେବା ପରେ କାର୍‌ଟି ଓଲଟି ପଡ଼ିଥିଲା। କାର୍‌ରେ ୫ ଜଣ ଯାତ୍ରୀ ଥିଲେ। ସେମାନେ ସମସ୍ତେ ଆହତ ହୋଇଛନ୍ତି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।



from Odisha Reporter https://ift.tt/2CtFPqW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages