ଆଉ ନାହାନ୍ତି ପଦ୍ମଭୂଷଣ ଭିଏସ୍‌ ବ୍ୟାସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଆଉ ନାହାନ୍ତି ପଦ୍ମଭୂଷଣ ଭିଏସ୍‌ ବ୍ୟାସ୍‌

ଜୟପୁର: କୃଷି ଅର୍ଥନୀତିଜ୍ଞ ତଥା ପଦ୍ମଭୂଷଣ ପ୍ରଫେସର୍‌ ଭିଏସ୍‌ ବ୍ୟାସ୍‌ଙ୍କ ଆଜି ଜୟପୁରରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା।
ପ୍ରଫେସର୍‌ ବ୍ୟାସ୍ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା କାଉନସିଲ୍‌ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଜଣେ ସ୍ୱାଧୀନ ଅର୍ଥନୀତିଜ୍ଞ ଭାବେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂହଙ୍କ ସହ କାର୍ଯ୍ୟ କରିଥିଲେ।
ଏଥିସହ ସେ ଅହମଦାବାଦର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ୍‌ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ବିଶ୍ୱ ବ୍ୟାଙ୍କର କୃଷି ଓ ଗ୍ରମାଞ୍ଚଳ ବିକାଶ ବିଭାଗର ବରିଷ୍ଠ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।


from Odisha Reporter https://ift.tt/2x4WI5R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages