ଖୋର୍ଦ୍ଧାରେ ଠିଆ ଠିଆ ଜଳିଗଲା କାର୍‌, ଦେଖନ୍ତୁ ଭିଡ଼ିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଖୋର୍ଦ୍ଧାରେ ଠିଆ ଠିଆ ଜଳିଗଲା କାର୍‌, ଦେଖନ୍ତୁ ଭିଡ଼ିଓ

car-burning

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ପୁରୁଣା ଦମକଳ କେନ୍ଦ୍ର ନିକଟରେ ଏକ କାର୍ ରାସ୍ତା କଡ଼ରେ ଠିଆ ହୋଇଥିବା ଅବସ୍ଥାରେ ସଂପୂର୍ଣ୍ଣଜଳି ଯାଇଛି।

କାର୍‌ରେ ହଠାତ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଛି। ତେବେ କାର୍‌ ଜଳିବା ବେଳେ ସେଥିରେ କେହି ନଥିଲେ। କାର୍‌ରେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

ଖବର ପାଇ ଖୋର୍ଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ସେତେବେଳକୁ ଗାଡିଟି ସଂପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିଲା। ଗାଡିଟି ସ୍ଥାନୀୟ ମଠସାହି ଅଞ୍ଚଳର ବୋଲି ଜଣାପଡିଛି।



from Odisha Reporter https://ift.tt/2Cw4LxZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages