ଦୁଇ ସାମ୍ୱାଦିକଙ୍କୁ ୭ ବର୍ଷ ଜେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଦୁଇ ସାମ୍ୱାଦିକଙ୍କୁ ୭ ବର୍ଷ ଜେଲ୍‌

reporter

ନୂଆଦିଲ୍ଲୀ: ମିଆଁମାର ଏକ କୋର୍ଟ ନ୍ୟୁଜ୍‌ ଏଜେନ୍‌ସି ରଏଟରର ଦୁଇ ଜଣ ସାମ୍ୱାଦିକଙ୍କୁ  ୭ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ଏହି ଦୁଇ ସାମ୍ବାଦିକ ହେଲେ ଭୋ ଲୋନ୍ (୩୨) ଓ କ୍ୟାଓ ସୋ ଉ (୨୮)। ସେମାନଙ୍କୁ ଗତ ଡିସେମ୍ବର ମାସରେ ଗିରଫ କରାଯାଇଥିଲା। ସେବେଠାରୁ ସେମାନେ ୟଙ୍ଗୁନର ଏକ ଜେଲ୍‌ରେ ଅଛନ୍ତି।

ସରକାରୀ ଗୋପନୀୟତା ଆକ୍ଟ ଉଲ୍ଲଂଘନ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା। ରୋହିଙ୍ଗ୍ୟାଙ୍କ ଉପରେ ରିପୋର୍ଟ ପ୍ରସ୍ତୁତ କଲା ବେଳେ ଏମାନେ ଗୋପନୀୟତା ଭଙ୍ଗ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ଓ ଏଥିରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ତେବେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏହାକୁ ଗ୍ରହଣ କରି ପାରି ନାହାନ୍ତି। ଏହା ‘ପ୍ରେସ୍‌’ର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛନ୍ତି।



from Odisha Reporter https://ift.tt/2PYyRg5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages