ଧାରଣାରୁ ବାହାରି ଗଲା ମାଲବାହୀ ଟ୍ରେନ୍‌ର ୧୫ ବଗି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଧାରଣାରୁ ବାହାରି ଗଲା ମାଲବାହୀ ଟ୍ରେନ୍‌ର ୧୫ ବଗି

koraput

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ୍ ଜିଲ୍ଲା ଦାମନଯୋଡି ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଥିବା ଜଣାପଡ଼ିଛି। ଟ୍ରେନର ୧୫ଟି ବଗି ଧାରଣାରୁ ବାହାରି ଯାଇଛି। ଟ୍ରେନ୍‌ଟି ଆଲୁମିନା ଗୁଣ୍ଡ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି।
ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ଏକ ରିଲିଫ୍ ଟ୍ରେନ୍ ପଠାଯାଇଛି। ଘଟଣା ପରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳରେ ବାଧା ଉପୁଜିଛି।
ଆଜି ପାଇଁ ହୀରାଖଣ୍ଡ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ସୋମବାର ସକାଳ ସୁଦ୍ଧା ପୁନଃରୁଦ୍ଧାର କାମ ଶେଷ ହେବ ବୋଲି ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।



from Odisha Reporter https://ift.tt/2Qie6MI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages