ଜାମ୍ମୁ ଓ କାଶ୍ମୀରରେ ସେନାର ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଜାମ୍ମୁ ଓ କାଶ୍ମୀରରେ ସେନାର ବଡ଼ ଧରଣର ସର୍ଚ୍ଚ ଅପରେସନ୍‌

sena

ଶ୍ରୀନଗର: ସୋମବାର ସେନା ପକ୍ଷରୁ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଓ ସୋପିୟାନ୍ ଜିଲ୍ଲାରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ହୋଇଛି। ଜିଲ୍ଲାର ୧୮ଟି ଗାଁକୁ କର୍ଡନ କରି ସେନା, ସିଆର୍‌ଫିଏଫ୍‌ ଓ ପୁଲିସ୍ ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି।

ପୁଲ୍‌ୱାମା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଆଜି ସକାଳୁ ସେନା ପକ୍ଷରୁ ଏହି ଅପରେସନ୍ ଆରମ୍ବ ହୋଇଥିଲା ତେବେ ଏପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ନେଇ କୌଣସି ଖବର ଆସି ନଥିବା ବେଳେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଗତକାଲି ବାନ୍ଦିପୋରାରେ ତିନି ଲସ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହେବା ପରେ ଆଜି ପୁଲଓ୍ୱାମା ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଆରମ୍ଭ କରିଛନ୍ତି ତନାଘନା।



from Odisha Reporter https://ift.tt/2CmloMy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages