୨୭ ସେପ୍ଟେମ୍ୱର, ଗୁରୁବାର: ଏହି ରାଶିର ବ୍ୟକ୍ତି ପେଟରେ ଯନ୍ତ୍ରଣା ଅନୁଭବ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

୨୭ ସେପ୍ଟେମ୍ୱର, ଗୁରୁବାର: ଏହି ରାଶିର ବ୍ୟକ୍ତି ପେଟରେ ଯନ୍ତ୍ରଣା ଅନୁଭବ କରିବେ

Rasi-Falal

ମେଷ: ଦିନଟି ଖୁସିରେ କଟିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମଳିବ। ଘରେ ହସଖୁସିର ବାତାବରଣ ରହିବ। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: ଚିନ୍ତିତ ରହିବେ। ଖର୍ଚ୍ଚ ବଢ଼ିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅସୁସ୍ଥ ଅନୁଭବ କରିବେ।

ମିଥୁନ: ବ୍ୟବସାୟରେ ଲାଭ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବିବାହ ସ୍ଥିର ହୋଇପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦୋନ୍ନତିର ଯୋଗ ରହିଛି। ମାଆଙ୍କ ଆଶୀର୍ବାଦ ମିଳିବ। ମନ ପ୍ରଫୁଲ୍ଲିତ ରହିବ।

ସିଂହ: ଅଳସୁଆ ଅନୁଭବ କରିବେ। ପେଟରେ ଯନ୍ତ୍ରଣା ଅନୁଭବ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ଘରେ ହସଖୁସିରେ ସମୟ କଟିବ। କୌଣସି ସାମାଜିକ କାର୍ଯ୍ୟ ପାଇଁ ବାହାରକୁ ଯାଇ ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।

ବିଚ୍ଛା: ଫୂର୍ତ୍ତି ରହିବେ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ଧନୁ: ଅଯଥା କଥାରେ ରାଗନ୍ତୁ ନାହିଁ। କଳାସଂସ୍କୃତି କ୍ଷେତ୍ରରେ ରୁଚି ବଢ଼ିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଚିନ୍ତିତ ରହିବେ।

ମକର: ଦିନଟି ଅନୁକୂଳ ରହିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୋଡ଼ରେ ଆଘାତ ଲାଗିପାରେ।

କମ୍ଭ: ଲାଗି ରହିଥିବା ଚିନ୍ତାରୁ ମୁକ୍ତି ମିଳିବ। ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି। ଯାନବାହନ କିଣି ପାରନ୍ତି। ଘରକୁ ଅତିଥି ଆସିପାରନ୍ତି।

ମୀନ: ନକାରାତ୍ମକ ଚିନ୍ତାକୁ ମନରୁ ବାହାର କରନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।  ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ।



from Odisha Reporter https://ift.tt/2NGaoi6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages