୫୦୦ ଆସିଷ୍ଟାଣ୍ଟ୍‌ ସେକ୍‌ସନ୍‌ ଅଫିସର୍‌ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

୫୦୦ ଆସିଷ୍ଟାଣ୍ଟ୍‌ ସେକ୍‌ସନ୍‌ ଅଫିସର୍‌ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି

opsc

ଭୁବନେଶ୍ୱର: ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌(OPSC) ପକ୍ଷରୁ ଆସିଷ୍ଟାଣ୍ଟ୍‌ ସେକ୍‌ସନ୍‌ ଅଫିସର(ASO) ପଦବୀରେ ନିଯୁକ୍ତି ପାଇଁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୫୦୦ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି।  ଆବେଦନକାରୀମାନେ ଏଥିପାଇଁ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ର ଅଫିସିଆଲ୍‌ ୱେବ୍‌ସାଇଟ୍‌ opsc.gov.in କୁ ଫଲୋ କରିପାରିବେ।

ଆବେଦନ ତାରିଖ: ଏଥିପାଇଁ ଅକ୍ଟୋବର ୧୦, ୨୦୧୮ରୁ ଆବେଦନ ପତ୍ର ଗ୍ରହଣ କରାଯିବ। ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୯, ୨୦୧୮।

OPSC ପକ୍ଷରୁ ପ୍ରକାଶିତ ଏହି ୫୦୦ ଆସିଷ୍ଟାଣ୍ଟ୍‌ ସେକ୍‌ସନ୍‌ ଅଫିସର୍‌ ପଦବୀ ମଧ୍ୟରୁ ମହିଳାଙ୍କ ପାଇଁ ୧୬୬ଟି ପଦ ସଂରକ୍ଷିତ ରହିଛି।

ବୟସ ଓ ଶିକ୍ଷାଗତ ଯୋଗ୍ୟତା: ୨୧ରୁ ୩୨ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଇଚ୍ଚୁକ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ (ବ୍ୟାଚଲର୍‌) ଡିଗ୍ରୀ ହାସଲ କରିଥିବା ଦରକାର। ପ୍ରାର୍ଥୀମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ବି ଆବଶ୍ୟକ।

file:///C:/Users/cpu/Downloads/101819.pdf

 

 



from Odisha Reporter https://ift.tt/2PTiv7F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages