ସୁଟିଂ ସେଟ୍‌ରୁ କଙ୍ଗନାଙ୍କ ହେୟାର ଡ୍ରେସର୍ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ସୁଟିଂ ସେଟ୍‌ରୁ କଙ୍ଗନାଙ୍କ ହେୟାର ଡ୍ରେସର୍ ଗିରଫ

kangana

ମୁମ୍ବାଇ: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ୍ ବଲିଉଡ୍‌ କୁଇନ୍ କଙ୍ଗନା ରଣାୱତ୍‌ଙ୍କ ହେୟାର ଡ୍ରେସରଙ୍କୁ ଗିରଫ କରିଛି। ତାଙ୍କ ନାଁ ବ୍ରେଣ୍ଡନ୍‌ ଏଲିଷ୍ଟର ଡି ଗୀ। ସେ ଦକ୍ଷିଣ ଆଫ୍ରିକାର ବାସିନ୍ଦ। ତାଙ୍କୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତକୁ ପଠାଇ ଦିଆଯାଇଛି।

୪୨ ବର୍ଷୀୟ ଏଲିଷ୍ଟରଙ୍କ ନାଁରେ ପୋସ୍କୋ ଆଇନ୍ ଅନୁସାରେ ମାମଲା ରୁଜୁ ହୋଇଛି।

ଏବେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂ ମୁମ୍ବାଇ ନିକଟରେ ଚାଲିଛି। ସୁଟିଂ ସେଟ୍‌ରୁ ପୁଲିସ୍ ଏଲିଷ୍ଟରଙ୍କୁ ଗିରଫ କରିଥିଲା।

ପୀଡ଼ିତା କହିଛନ୍ତି, ଏକ ଡେଟିଂ ଆପ୍ ଜରିଆରେ ଏଲିଷ୍ଟରଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା।



from Odisha Reporter https://ift.tt/2zEC3HM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages